ଲୋକ କୁହନ୍ତି କହିବା ଲୋକଠୁ ସହିବା ଲୋକଟି ବଡ କିନ୍ତୁ ମୁଁ ଏଥିରେ ସହମତ ନୁହେଁ କାରଣ ଧୌର୍ଯ୍ୟର ବି ଗୋଟିଏ ସୀମା ଥାଏ I ଆପଣ ଯେତେ ସହି ଚାଲିଥିବେ ଲୋକମାନେ ସେତେ ଆଘାତ ଦେଇ ଚାଲିଥିବେ I
#advanceda2zsolution #Odisha #ODia #odishashayari #OdiaNews #odiapeople #Cuttack #onlineodia #oriya #orissa #OdishaFC #odishashines #ଓଡିଶା #ଓଡ଼ିଆ #odiaquotes #peopleodia #shayariodia #odialipi #orissadiaries #odiamuser #odiatoka #bhubaneswar #bhubaneswarbuzz #cuttack #photochallenge #odiareels #india #indiaquotes
No comments:
Post a Comment