Thursday, 24 March 2022

ତୁମରି ହାତରେ ଲୀଳା ଖେଳା ପ୍ରଭୁ ତୁମ୍ଭେ ଦୁନିଆର ଶ୍ରେଷ୍ଠ ତୁମରି ନାମକୁ ତୁଣ୍ଡେ ଗାଉଥିବି ଦିଅ ଯେତେ ଦୁଃଖ କଷ୍ଟ, କାହାକୁ ରଖିବ କାହାକୁ ତାରିବା ତୁମ୍ଭ ପାଖରେ ଗଣିତ, ବଂଚିଥିବା ଯାଏଁ ମନେ ସ୍ମରଣିବି ଜଗନ୍ନାଥ ଜଗନ୍ନାଥ ..

No comments:

Post a Comment